ଭୁବନେଶ୍ୱର – ଆଜି (ଶନିବାର) ଦେଶ ଓ ଓଡ଼ିଶାର ବିଭିନ୍ନ ସହରରେ ସୁନା ଓ ରୂପା ଦରରେ ସାମାନ୍ୟ ହ୍ରାସ ଦେଖାଗଲା। ଗତକାଲି ଶୁକ୍ରବାର ସହିତ ତୁଳନା କଲେ ଆଜି ସୁନା ଦର ଅନେକ ସ୍ଥାନରେ କମିଛି।
ଏହି ହ୍ରାସ ପରିସ୍ଥିତି ମଧ୍ୟରେ ସୁନା କିଣିବା ପାଇଁ ଗ୍ରାହକମାନେ ଆଜି ଦିନଟିକୁ ଲାଭଦାୟକ ବୋଲି ଦେଖୁଛନ୍ତି।
🔸 ଆଜି ଦେଶର ସୁନା ଦର (10 ଗ୍ରାମ)
- 22 କ୍ୟାରେଟ୍: ₹87,210
- 24 କ୍ୟାରେଟ୍: ₹95,140
🔸 ଭୁବନେଶ୍ୱର (ଓଡ଼ିଶା) ସୁନା ଦର
- 22 କ୍ୟାରେଟ୍: ₹87,210
- 24 କ୍ୟାରେଟ୍: ₹95,140
🔸 ଦିଲ୍ଲୀ ସୁନା ଦର
- 22 କ୍ୟାରେଟ୍: ₹87,360
- 24 କ୍ୟାରେଟ୍: ₹95,290
🔸 ମୁମ୍ବାଇ ସୁନା ଦର
- 22 କ୍ୟାରେଟ୍: ₹87,210
- 24 କ୍ୟାରେଟ୍: ₹95,140
🔸 ବେଙ୍ଗାଲୁରୁ ସୁନା ଦର
- 22 କ୍ୟାରେଟ୍: ₹87,210
- 24 କ୍ୟାରେଟ୍: ₹95,140
ରୂପା ଦର (1 କିଲୋ):
- ଦେଶର ସାଧାରଣ ଦର: ₹96,900
- ଭୁବନେଶ୍ୱର: ₹1,07,900
📌 ଟିପ୍ପଣୀ:
ଦର ସମୟାନୁସାରେ ବଦଳିପାରେ, ସ୍ଥାନ ଓ ଦୋକାନ ଅନୁଯାୟୀ ସାମାନ୍ୟ ରୁପାନ୍ତର ହେବା ସ୍ଭାଭାବିକ। ଦିନକୁ ଆଧାର କରି ସର୍ବଶ୍ରେଷ୍ଠ ମୂଲ୍ୟ ଜାଣି ନେବା ଉଚିତ।