ଓଡିଶା ଗଞ୍ଜାମ ବନ୍ୟା: କୌଣସି କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇନାହିଁ, ନଦୀ ପାର ହୋଇ ସୁରକ୍ଷିତ ଜଙ୍ଗଲକୁ ଗଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗର ସ୍ପଷ୍ଟୀକରଣ