ନୂଆଦିଲ୍ଲୀ, ୯ ଅକ୍ଟୋବର: ଦୀପାବଳି ଆସିବାକୁ ଥିବାବେଳେ ଦେଶର ସୁନା ବଜାରରେ ସାମାନ୍ୟ ହ୍ରାସ ଦେଖାଯାଇଛି। ଅକ୍ଟୋବର ଆରମ୍ଭରେ ଯେଉଁଠାରେ ସୁନା ମୂଲ୍ୟ ନୂତନ ରେକର୍ଡ ସ୍ଥାପନ କରିଥିଲା, ସେହି ଦର ଆଜି (ଅକ୍ଟୋବର ୯) ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ହାଲୁକା ହ୍ରାସ ପାଇଛି।
ବିଶ୍ୱବଜାରରେ ସୁନାର ଚାହିଦା ବୃଦ୍ଧି ଓ ଡଲାର ଦୁର୍ବଳ ହେବା ସତ୍ତ୍ୱେ, ଦେଶୀ ବଜାରରେ ଏହି ହ୍ରାସ ଦେଖିବାକୁ ମିଳିଛି।
ବିଭିନ୍ନ ସହରରେ ସୁନା ମୂଲ୍ୟ (୯ ଅକ୍ଟୋବର):
- ଦିଲ୍ଲୀ:
୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ୍) – ₹1,24,300
୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ୍) – ₹1,13,950 - ମୁମ୍ବାଇ / କୋଲକାତା / ବେଙ୍ଗାଲୁରୁ:
୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ୍) – ₹1,24,150
୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ୍) – ₹1,13,800 - ଚେନ୍ନାଇ:
୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ୍) – ₹1,24,370
୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ୍) – ₹1,14,000 - ଭୁବନେଶ୍ୱର:
୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ୍) – ₹1,26,280
୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ୍) – ₹1,13,300
ଦୀପାବଳି ଓ ବିବାହ ଋତୁ ନିକଟ ଆସୁଥିବାରୁ ଆଗାମୀ ଦିନରେ ସୁନା ମୂଲ୍ୟ ପୁନଃ ବୃଦ୍ଧି ହେବାର ସମ୍ଭାବନା ରହିଛି।