ଦେଶ ବିଦେଶ ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ୪୨୬ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଅନ୍ତରୀଣ ଜାମିନରେ ହସ୍ତକ୍ଷେପ କରିବାକୁ ମନା କଲେ ସର୍ବୋଚ୍ଚ ଅଦାଲତ
ଓଡିଶା ବାତ୍ୟା ‘ଅକ୍ୱାନ୍’ ମୁକାବିଲା: ୭ଟି ଜିଲ୍ଲାରେ ବରିଷ୍ଠ ନେତାଙ୍କୁ ନିୟୋଜିତ କଲା ବିଜେଡି, ନିର୍ଦ୍ଦେଶ ଦେଲେ ନବୀନ ପଟ୍ଟନାୟକ
ଓଡିଶା ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
ଓଡିଶା ଓଡ଼ିଆ ସିନେମା ପାଇଁ ଗର୍ବର ମୁହୂର୍ତ୍ତ: ୫୭ତମ IFFI ର ଗାଲା ପ୍ରିମିୟର ପାଇଁ ମନୋନୀତ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ବାଘୁଣୀ’, ଚରିତ୍ର ପାଇଁ ୩୦ କେଜି ଓଜନ କମାଇଲେ ସବ୍ୟସାଚୀ
ଓଡିଶା ଭୀଷଣ ବାତ୍ୟା ‘ଅକ୍ୱାନ୍’ ମୁହାଁଇଛି ଉପକୂଳ ଆଡ଼କୁ: ଶୁକ୍ରବାର ମଧ୍ୟାହ୍ନରେ ନରସାପୁର ଓ ପୁରୀ ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍, ‘ରେଡ୍ ମେସେଜ୍’ ଜାରି
ଓଡିଶା ବାତ୍ୟା ‘ଅକ୍ୱାନ୍’ ପ୍ରଭାବ: ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ବର୍ଷା ଓ ଝଡ଼ପବନ ନେଇ ସତର୍କ ସୂଚନା ଜାରି
ଓଡିଶା ବାତ୍ୟା ‘ଅକ୍ୱାନ୍’ ମୁକାବିଲା: ରାସ୍ତା ସଫା ଓ ଗଛ କଟା ପାଇଁ ୧୧ ଜିଲ୍ଲାରେ ମୁତୟନ ହେବେ OFDCର ୧୦୦ ସ୍ୱତନ୍ତ୍ର ଟିମ୍, ନିର୍ଦ୍ଦେଶ ଦେଲେ SRC
ଓଡିଶା ବାତ୍ୟା ‘ଅକ୍ୱାନ୍’ ମୁକାବିଲା: ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ରଖିବାକୁ ପଞ୍ଚାୟତିରାଜ ବିଭାଗର ବ୍ୟାପକ ପ୍ରସ୍ତୁତି, ମୁତୟନ ହେଲେ ୧,୦୧୨ ଟିମ୍