ଓଡିଶା ରାଜ୍ୟରେ ୩.୩୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ: ଭବିଷ୍ୟତରେ ଗହମ ବଣ୍ଟନ ପାଇଁ ବ୍ୟବସ୍ଥା କରୁଛନ୍ତି ସରକାର, ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଓଡିଶା ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ହଟ୍ଟଗୋଳ: କୋଟିଆ ଓ ବନ୍ୟା ପ୍ରସଙ୍ଗରେ ବିରୋଧୀଙ୍କ ନାରାବାଜି, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଓଡିଶା ବାତ୍ୟା ‘ଅକ୍ୱାନ୍’ ମୁକାବିଲା ପାଇଁ NDRF ର ବଡ଼ ପ୍ରସ୍ତୁତି: ଓଡ଼ିଶାର ୬ଟି ଜିଲ୍ଲାରେ ୮ଟି ଓ ବିଶାଖାପାଟଣାରେ ୩ଟି ଟିମ୍ ମୁତୟନ
ଦେଶ ବିଦେଶ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ବ୍ରିଟେନର ପ୍ରିନ୍ସ ୱିଲିୟମ୍ ଓ ରାଜକୁମାରୀ କେଟ୍: ମୁମ୍ବାଇରେ ‘ଆର୍ଥସଟ୍ ପୁରସ୍କାର ୨୦୨୬’ ସମାରୋହରେ ହେଲେ ସାମିଲ
ଓଡିଶା ଗଞ୍ଜାମ ବନ୍ୟା ନେଇ ବିରୋଧୀଙ୍କ ଅଭିଯୋଗକୁ ତଥ୍ୟ ଓ ପ୍ରମାଣ ସହ ଜବାବ ଦେବ ଶାସକ ବିଜେପି: ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେଲା ରଣନୀତି
ଓଡିଶା ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍ ଓ ୫ଟି ବିଲ୍, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ବଡ଼ ରଣନୀତି
ଓଡିଶା ଅତି ଭୀଷଣ ବାତ୍ୟା ରୂପ ନେବ ‘ଅକ୍ୱାନ୍’: ନଭେମ୍ବର ୨୦ରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ, ପବନର ବେଗ ୧୪୫ କିମି ଛୁଇଁବା ନେଇ IMD ର ଅରେଞ୍ଜ ମେସେଜ୍
ଓଡିଶା ନଭେମ୍ବର ୨୬ରେ ଭୁବନେଶ୍ୱରରେ ଓଡ଼ିଶା କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ ପଦଯାତ୍ରା’: ୧୦ ହଜାରରୁ ଅଧିକ କର୍ମୀଙ୍କ ସମାଗମ ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ
ଓଡିଶା ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ: ଗୃହ ସୁରୁଖୁରୁରେ ଚଳାଇବାକୁ ସହଯୋଗ ଅପିଲ୍, ବାତ୍ୟା ଓ କୃଷକ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିରୋଧୀ