ଓଡିଶା ମାସକରେ ୫ ରାତି ମହାପ୍ରଭୁଙ୍କ ପହୁଡ଼ରେ ବିଳମ୍ବ; ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ଭକ୍ତ ଓ ସେବାୟତଙ୍କ ଅସନ୍ତୋଷ