ଓଡିଶା ଯୁବପିଢ଼ିଙ୍କ ପାଇଁ ‘କକ୍ରୋଚ୍ କ୍ଲବ୍’ ଆରମ୍ଭ କଲା CJP; ଗାନ୍ଧୀ, ନେହରୁ ଓ ଆମ୍ବେଦକରଙ୍କ ବିଚାର ଉପରେ ହେବ ଆଲୋଚନା
ଓଡିଶା ବାତ୍ୟା ‘ଅକ୍ଭାନ’ ପରବର୍ତ୍ତୀ ବନ୍ୟା: ଗଞ୍ଜାମରେ ଜଳମଗ୍ନ ଚାଷଜମି ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କ୍ଷତିଗ୍ରସ୍ତ ଚାଷୀଙ୍କ ସହ କଲେ ଆଲୋଚନା
ଓଡିଶା ପଞ୍ଚୁକ ଚତୁର୍ଥ ଦିନରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼: ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ, ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ସୁନାବେଶ
ଓଡିଶା ନେପାଳର ବିକାଶ ପାଇଁ ୨୪,୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ: ଅଯୋଧ୍ୟାରୁ ଜନକପୁରକୁ ଗଡ଼ିଲା ‘ସରୟୂ-କମଳା ଏକ୍ସପ୍ରେସ୍’
ଓଡିଶା ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: କୋର୍ଟରେ ଆତ୍ମସମର୍ପଣ କରି ଜେଲ୍ ଯିବା ପରେ ସରକାରୀ ଚାକିରିରୁ ନିଲମ୍ବିତ ହେଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା
ଓଡିଶା ବିଦେଶ ଗସ୍ତ ତଦନ୍ତ ପ୍ରସଙ୍ଗରେ ନୀରବତା ଭାଙ୍ଗିଲେ ନବୀନ ପଟ୍ଟନାୟକ: କହିଲେ ସବୁ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ଉପଯୁକ୍ତ ସମୟରେ ମିଳିବ ଜବାବ