ଓଡିଶା ଆଜି ଶ୍ରୀମନ୍ଦିରରେ ପବିତ୍ର ରାଧାଷ୍ଟମୀ: ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ, ଜମ୍ବେଶ୍ୱରଙ୍କଠାରୁ ନେବେ ଆୟବ୍ୟୟ ହିସାବ
ଓଡିଶା ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ଗିରଫ: ସହକର୍ମୀ ଯୁବତୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଖାରବେଳନଗର ଥାନାରେ ମାମଲା ରୁଜୁ
ଓଡିଶା ଉତ୍କଳ ବିଶ୍ୱବିଦ୍ୟାଳୟ +3 ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ହାଟସଆପ୍ରେ ଭାଇରାଲ, ସାଇବର ଥାନାରେ ଏତଲା ସହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ଓଡିଶା ମହାନଦୀ ଜଳ ବିବାଦ: ସେପ୍ଟେମ୍ବର ୨୮କୁ ଘୁଞ୍ଚିଲା ଟ୍ରିବ୍ୟୁନାଲ ଶୁଣାଣି, ଆପୋଷ ବୁଝାମଣା ନେଇ ଆଶାବାଦୀ ଆଡଭୋକେଟ୍ ଜେନେରାଲ